ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆପରାଧିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆପରାଧିକ   ବିଶେଷଣ

ଅର୍ଥ : ଯେଉଁଥିରେ ଅପରାଧର ବିଚାର,ଭାବ ଆଦି ଅଛି ସେଭଳି କଥା ସହିତ ସମ୍ବନ୍ଧ ରଖିବା ବ୍ୟକ୍ତି

ଉଦାହରଣ : ସେ ଆପରାଧିକ ପ୍ରମାଦର ଶିକାର ହୋଇଛି

ऐसी बातों से संबंध रखने वाला जिनमें अपराध का विचार, भाव आदि हो।

वह आपराधिक प्रमाद का शिकार है।
आपराधिक

Involving or being or having the nature of a crime.

A criminal offense.
Criminal abuse.
Felonious intent.
criminal, felonious

ଅର୍ଥ : ଅପରାଧରେ ଗଣନା ହେଉଥିବା ଏବଂ ବିଚାରାଳୟରେ ଦଣ୍ଡଯୋଗ୍ୟ କାର୍ଯ୍ୟ ବା କଥାରେ ସମ୍ବନ୍ଧ ରଖିବାବାଲା

ଉଦାହରଣ : ଦିନକୁଦିନ ଆପରାଧିକ ଗତିବିଧି ବଢ଼ି ଚାଲିଛି

ऐसे कार्यों या बातों से सम्बन्ध रखनेवाला जिसकी गणना अपराधों में हो और जिसके लिए न्यायालय से दण्ड मिल सकता हो।

दिनों-दिन आपराधिक गतिविधियों में बढ़ोतरी हो रही है।
आपराधिक

Involving or being or having the nature of a crime.

A criminal offense.
Criminal abuse.
Felonious intent.
criminal, felonious