ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆତ୍ମସମର୍ପଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆତ୍ମସମର୍ପଣ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ଭକ୍ତି ଯେଉଁଥିରେ ଭକ୍ତ ନିଜେ ନିଜକୁ ବା ନିଜର ସର୍ବସ୍ୱକୁ ନିଜର ଆରାଧ୍ୟ ଦେବତାଙ୍କ ପାଖରେ ସମର୍ପିତ କରିଦିଏ

ଉଦାହରଣ : କିଛି ଭକ୍ତ ଆତ୍ମନିବେଦନଦ୍ୱାରା ପ୍ରଭୁଙ୍କୁ ଭକ୍ତି କରିଥାନ୍ତି

ସମକକ୍ଷ : ଆତ୍ମନିବେଦନ

एक प्रकार की भक्ति जिसके अंतर्गत भक्त अपने आप को या अपना सर्वस्व अपने आराध्य देव को समर्पित कर देता है।

कुछ भक्त आत्मनिवेदन द्वारा प्रभु की भक्ति करते हैं।
आत्मनिवेदन, आत्मपरित्याग, आत्मसमर्पण

(Hinduism) loving devotion to a deity leading to salvation and nirvana. Open to all persons independent of caste or sex.

bhakti