ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଜ୍ଞାଫଳକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଜ୍ଞାଫଳକ   ବିଶେଷ୍ୟ

ଅର୍ଥ : ଯେଉଁ ପତ୍ରଦ୍ୱାରା କାହାକୁ କିଛି ଆଜ୍ଞା ବା ଆଦେଶ ଦିଆଯାଏ

ଉଦାହରଣ : ନ୍ୟାୟାଳୟରୁ ମିଳୁଥିବା ଆଦେଶପତ୍ର ଅନୁସାରେ ଆମେ ଏହି ଘର ଛାଡ଼ିଦେବା ଉଚିତ

ସମକକ୍ଷ : ଆଜ୍ଞାପତ୍ର, ଆଦେଶପତ୍ର, ହୁକୁମନାମା

किसी न्यायालय या न्यायिक अधिकारी द्वारा जारी वह पत्र या विधिक प्रलेख जिसके द्वारा किसी को कोई आज्ञा या आदेश दिया जाता हो।

न्यायालय से मिले आज्ञापत्र के अनुसार हमें यह भवन छोड़ देना चाहिए।
आज्ञा पत्र, आज्ञा-पत्र, आज्ञापत्र, आज्ञाफलक, आदेश पत्र, आदेश-पत्र, आदेशपत्र, परवाना, फरमान, फर्मा, फ़रमान, लेख, हुकुमनामा, हुक्मनामा

(law) a legal document issued by a court or judicial officer.

judicial writ, writ