ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଗତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଗତ   ବିଶେଷଣ

ଅର୍ଥ : ଯାହାର ପ୍ରବେଶ ହୋଇଛି ବା ଯେ ପ୍ରବେଶ କରିଛି

ଉଦାହରଣ : ପ୍ରବିଷ୍ଟ ବ୍ୟକ୍ତିଙ୍କ ସହ ଆପଣଙ୍କର କଣ ସମ୍ବନ୍ଧ ଅଛି?

ସମକକ୍ଷ : ପହଞ୍ଚିଥିବା, ପ୍ରବିଷ୍ଟ

जिसका प्रवेश हुआ हो या जिसने प्रवेश किया हो।

प्रविष्ट व्यक्ति से आपका क्या सम्बंध है?
अभिनिवेशित, आगत, घुसा हुआ, दाख़िल, दाखिल, प्रविष्ट, प्रवेशित

ଅର୍ଥ : ଯେ ଆସିଯାଇଛି

ଉଦାହରଣ : ଆଗତ ବ୍ୟକ୍ତିମାନଙ୍କୁ ସ୍ୱାଗତ କର

ସମକକ୍ଷ : ସମାଗତ

जो आया हुआ हो।

आगत व्यक्तियों का स्वागत करो।
आगत, समागत

ଅର୍ଥ : ଯାହା ଅନ୍ୟ ସ୍ଥାନ ବା ଦେଶରୁ ଆସିଥାଏ ବା ବାହାରୁ ଆମଦାନୀ କରାଯାଇଥାଏ

ଉଦାହରଣ : ଅନ୍ୟ ଦେଶରୁ ଆମଦାନୀ କରାଯାଇଥିବା ବସ୍ତୁଗୁଡ଼ିକ ଅପେକ୍ଷା ସ୍ୱଦେଶ ବସ୍ତୁଗୁଡ଼ିକ ଭଲ

ସମକକ୍ଷ : ଅଣାଯାଇଥିବା, ଆନୀତ, ଆମଦାନୀ, ଆୟାତ

जो दूसरे स्थान या देश से आया हो या बाहर से मँगाया हुआ।

दूसरे देश से आयातित वस्तुओं की अपेक्षा अपने देश की वस्तुएँ अच्छी हैं।
आयात, आयातित, इंपोर्टेड, इम्पोर्टेड

Used of especially merchandise brought from a foreign source.

Imported wines.
imported