ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆକାଶଯାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆକାଶଯାନ   ବିଶେଷ୍ୟ

ଅର୍ଥ : ଆକାଶରେ ଚାଲୁଥିବା ବା ଉଡ଼ୁଥିବା ଯାନ

ଉଦାହରଣ : ଉଡ଼ାଜାହାଜ ଏକ ଆକାଶଯାନ

ସମକକ୍ଷ : ବାୟୁଯାନ

आकाश में चलनेवाला या उड़नेवाला यान।

हवाई जहाज़ एक विमान है।
आकाश यान, आकाश-यान, आकाशयान, एयरक्राफ्ट, नभ यान, नभ-यान, नभयान, वायुयान, विमान, विवान, हवाईयान, हवाबाज, हवाबाज़

A vehicle that can fly.

aircraft

ଅର୍ଥ : ଆକାଶ ଦେଇ ଯାତ୍ରାକରୁଥିବା ଯାନ

ଉଦାହରଣ : ଉଡ଼ାଜାହାଜ ,ହେଲିକାପ୍ଟର ଆଦି ବିମାନ

ସମକକ୍ଷ : ବାୟୁଯାନ, ବିମାନ