ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆକାଶବାଣୀ କେନ୍ଦ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ସ୍ଥାନରୁ ରେଡ଼ିଓର କାର୍ଯ୍ୟକ୍ରମ ପ୍ରସାରିତ କରାଯାଏ

ଉଦାହରଣ : କୃଷି ଚର୍ଚ୍ଚାପାଇଁ କାକା ଆକାଶବାଣୀ କେନ୍ଦ୍ର ଯାଇଥିଲେ

ସମକକ୍ଷ : ଆକାଶବାଣୀ, ରେଡ଼ିଓ ଷ୍ଟେସନ୍‌

वह स्थान जहाँ से रेडियो पर कार्यक्रम प्रसारित किए जाते हैं।

कृषि परिचर्चा के लिए चाचाजी आकाशवाणी केंद्र गए थे।
आकाशवाणी, आकाशवाणी केंद्र, आकाशवाणी केन्द्र, रेडियो स्टेशन