ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆକାଶଚୁମ୍ବୀ ଭବନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆକାଶଚୁମ୍ବୀ ଭବନ   ବିଶେଷ୍ୟ

ଅର୍ଥ : ଯେଉଁ କୋଠା ବହୁତ ଉଚ୍ଚ ହୋଇଥାଏ

ଉଦାହରଣ : ସେ ମୁମ୍ବାଇର ଆକାଶଚୁମ୍ବୀ ଭବନ ଦେଖି ବିସ୍ମିତ ହୋଇ ରହିଗଲେ

ସମକକ୍ଷ : ଆକାଶଛୁଆଁ ଅଟ୍ଟାଳିକା, ଗଗନଚୁମ୍ବୀ ଭବନ, ଗଗନସ୍ପର୍ଶୀ ଅଟ୍ଟାଳିକା

वह भवन जो बहुत ही ऊँचा हो।

वह मुम्बई के गगनचुंबी भवनों को देखकर दंग रह गया।
अट्टालिका, गगनचुंबी इमारत, गगनचुंबी भवन, गगनस्पर्शी

Tower consisting of a multistoried building of offices or apartments.

`tower block' is the British term for `high-rise'.
high-rise, tower block