ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆକର୍ଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆକର୍ଷଣ   ବିଶେଷ୍ୟ

ଅର୍ଥ : ଯାହା ଆକର୍ଷିତ କରେ

ଉଦାହରଣ : ଏହି ସହରର ମୁଖ୍ୟ ଆକର୍ଷଣ ହେଉଛି ଏଠାକାର ହ୍ରଦ

वह (कोई व्यक्ति, स्थान, वस्तु, घटना आदि) जो आकर्षित करे।

इस शहर का मुख्य आकर्षण यहाँ की झील है।
आकर्षण

ଅର୍ଥ : ତନ୍ତ୍ରଶାସ୍ତ୍ରର ଗୋଟିଏ ପ୍ରୟୋଗ

ଉଦାହରଣ : ଆକର୍ଷଣ ବଳରେ ଦୂରର ପୁରୁଷ ବା ବସ୍ତୁ ନିକଟକୁ ଆସିଯାଏ

तंत्रशास्त्र का एक प्रयोग।

आकर्षण से दूरस्थ पुरुष या पदार्थ पास आ जाता है।
आकर्षण

ଅର୍ଥ : ଏହି ଶକ୍ତି ଯାହା କାରଣରୁ କୌଣସି ବସ୍ତୁକୁ ଅନ୍ୟ ବସ୍ତୁ ବଳରେ ଟାଣି ଆଣାଯାଇପାରେ

ଉଦାହରଣ : ଚୁମ୍ବକରେ ଆକର୍ଷଣ ଶକ୍ତି ଥାଏତା ଆଖିରେ ଆକର୍ଷଣ ଅଛି

ସମକକ୍ଷ : ଆକର୍ଷଣଶକ୍ତି

वह शक्ति जिसके कारण किसी वस्तु की ओर दूसरी वस्तु बलात् खिंच जाती है।

चुम्बक में आकर्षण होता है।
उसकी आँखों में आकर्षण है।
आकर्षण, आकर्षणशक्ति, कशिश

The force by which one object attracts another.

attraction, attractive force

ଅର୍ଥ : ଆକର୍ଷଣ କରିବା ବା ଟାଣିବା କ୍ରିୟା

ଉଦାହରଣ : ସେ ନିଜେ ନିଜକୁ ଭୌତିକତାର ଆକର୍ଷଣରୁ ରକ୍ଷା କରିପାରିଲା ନାହିଁ

आकर्षित करने या खींचने की क्रिया या भाव।

वह अपने आप को भौतिकता के आकर्षण से बचा न सका।
अनुकर्ष, अनुकर्षण, अपाहरण, आकर्ष, आकर्षण, आवर्जन, कशिश, खिंचाव, दिलकशी, लस