ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ତର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ତର   ବିଶେଷ୍ୟ

ଅର୍ଥ : ଯେଉଁ କନାକୁ କୌଣସି ବସ୍ତ୍ର ତଳେ ଲଗାଯାଏ

ଉଦାହରଣ : ଏହି କୋଟ୍‌ରେ ଲାଗିଥିବା ଅସ୍ତର ଫାଟିଯାଇଛି

वह कपड़ा जो किसी वस्त्र के नीचे लगा रहता है।

इस कोट में लगा अस्तर फट गया है।
अस्तर, मियानतह, मियानतही

A piece of cloth that is used as the inside surface of a garment.

liner, lining

ଅର୍ଥ : ତଳ ରଙ୍ଗ ଉପରେ ପିଆଇ ଦିଆଯାଉଥିବା ରଙ୍ଗ

ଉଦାହରଣ : ଅସ୍ତରକୁ ଏପରି ଲଗାଅ ଯେପରି ତଳ ରଙ୍ଗ ଲୁଚିଯିବ

नीचे के रंग के ऊपर चढ़ाया जाने वाला रंग।

अस्तर को ऐसे लगाना कि नीचे का रंग छिप जाय।
अस्तर

ଅର୍ଥ : ପିନ୍ଧୁଥିବା ପୋଷାକ ତଳେ ଲଗାଯାଇଥିବା ଅସ୍ତର

ଉଦାହରଣ : ଏହି ଫ୍ରକରେ ସୁତାର ଅସ୍ତର ଲଗାହୋଇଛି

पहनने के कपड़े के नीचे का अस्तर।

इस फ्राक में सूती का भितल्ला लगा है।
तल्ला, भितल्ला

ଅର୍ଥ : ପଗଡ଼ି ତଳର କନା

ଉଦାହରଣ : ଏହି ପଗଡ଼ିର ଅସ୍ତର ରେଶମୀ

पगड़ी के नीचे का कपड़ा।

इस पगड़ी का तहपेंच रेशमी है।
तहपेंच