ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶୁଭଲକ୍ଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶୁଭଲକ୍ଷଣ   ବିଶେଷ୍ୟ

ଅର୍ଥ : ଖରାପ ଲକ୍ଷଣ ବା ଚିହ୍ନ

ଉଦାହରଣ : ଘରୁ ବାହାରିବା ସମୟରେ କେହି ଛିଙ୍କିବା ଅଶୁଭଲକ୍ଷଣ ବୋଲି ଧରାଯାଏ

ସମକକ୍ଷ : ଅପଲକ୍ଷଣ, କୁଲକ୍ଷଣ

बुरा लक्षण या चिह्न।

घर से निकलते समय किसी का छींकना अपलक्षण माना जाता है।
अपलक्षण, अशुभलक्षण