ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶିଣିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶିଣିଆ   ବିଶେଷଣ

ଅର୍ଥ : ଆଶ୍ୱିନ ମାସରେ ହେଉଥିବା

ଉଦାହରଣ : କୃଷକ ଅଶିଣିଆ ଧାନ କଟାଉଥିଲେ

ଅର୍ଥ : ଆଶ୍ୱିନ ମାସରେ ପଡ଼ୁଥିବା

ଉଦାହରଣ : ମୋହନର ଜନ୍ମ ଆଶ୍ୱିନ ଅମାବସ୍ୟାରେ ହୋଇଥିଲା

ସମକକ୍ଷ : ଅଶିଣ, ଆଶ୍ୱିନ

क्वार के महीने में होनेवाला।

किसान क्वारी धान की कटाई कर रहा है।
कुवारी, क्वारी

क्वार के महीने में पड़नेवाला।

मोहन का जन्म क्वारी अमावस्या को हुआ था।
आश्विनी, कुवारी, क्वारी