ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଦ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଦ୍ଧ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁର ଅଧା ପରିମାଣ

ଉଦାହରଣ : ମୋତେ ଏହାର ମାତ୍ର ଅଧା ଦରକାର

ସମକକ୍ଷ : ଅଧା, ଅଧେ, ଅର୍ଦ୍ଧେକ

किसी वस्तु का आधा परिमाण या भाग।

मुझे इसका सिर्फ आधा चाहिए।
अद्धा, अधिया, आधा

One of two equal parts of a divisible whole.

Half a loaf.
Half an hour.
A century and one half.
half, one-half

ଅର୍ଦ୍ଧ   ବିଶେଷଣ

ଅର୍ଥ : ଦୁଇଟି ସମାନଭାଗ ମଧ୍ୟରୁ ଗୋଟିଏ

ଉଦାହରଣ : ଏହି ନଗରର ଅଧାଜନସଂଖ୍ୟା ଦାରିଦ୍ର୍ୟ ରେଖାର ତଳେ ଅଛନ୍ତି

ସମକକ୍ଷ : ଅଧା, ଶତକଡ଼ା ପଚାଶ ପ୍ରତିଶତ

किसी के दो समान भागों में से एक।

इस नगर की आधी जनसंख्या गरीबी रेखा के नीचे जी रही है।
अद्ध, अध, अरध, अर्द्ध, अर्ध, आध, आधा, नीम, पचास प्रतिशत

Consisting of one of two equivalent parts in value or quantity.

A half chicken.
Lasted a half hour.
half