ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଦ୍ଧାଙ୍ଗ ପକ୍ଷାଘାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ପକ୍ଷାଘାତରେ ଶରୀରର ବାମ ବା ଡାହାଣ ପାର୍ଶ୍ବ ସମ୍ପୂର୍ଣ୍ଣ ଚେଷ୍ଟହୀନ, ନିଷ୍କ୍ରିୟ, ତଥା ଜଡ ହୋଇଯାଏ

ଉଦାହରଣ : ଅର୍ଦ୍ଧାଙ୍ଗ ପକ୍ଷାଘାତ ରୋଗୀ ଓଲଟା ହାତରେ ଖାଦ୍ୟ ଖାଉଛି

वह पक्षाघात जिसमें शरीर का बायाँ या दाहिना पार्श्व बिल्कुल अचेष्ट, अक्रिय तथा सुन्न हो जाता है।

अर्धांग पक्षाघात का रोगी उलटे हाथ से खाना खा रहा है।
अर्धांग पक्षाघात, अर्धांग-घात, अर्धांग-पक्षाघात, अर्धांगघात

Paralysis of one side of the body.

hemiplegia, unilateral paralysis