ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଥ ବ୍ୟଞ୍ଜନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ ବ୍ୟଞ୍ଜନା   ବିଶେଷ୍ୟ

ଅର୍ଥ : ସାହିତ୍ୟରେ ବ୍ୟଞ୍ଜନ ଶବ୍ଦ ଶକ୍ତିର ଏକ ପ୍ରକାରଭେଦ ଯେଉଁଥିରେ ସ୍ବୟଂ ଶବ୍ଦଦ୍ବାରା ନୁହେଁ କିନ୍ତୁ ତାଦ୍ବାରା ଉତ୍ପନ୍ନ ଅଭିପ୍ରାୟ ବା ଲକ୍ଷ୍ୟରୁ ଅଥବା ଶାରୀରିକ ଚେଷ୍ଟା, ବ୍ୟଙ୍ଗ, ବକ୍ରୋକ୍ତି, ପ୍ରସଙ୍ଗ ଆଦିଦ୍ବାରା କୌଣସି ବିଶେଷ ଅର୍ଥ ବା ଭାବ ବ୍ୟଞ୍ଜିତ ହୁଏ

ଉଦାହରଣ : ଦୟାକରି ଆପଣ ଗୋଟିଏ ଅର୍ଥ ବ୍ୟଞ୍ଜନାର ଉଦାହରଣ ଦିଅନ୍ତୁ

साहित्य में, व्यंजना शब्द शक्ति का एक प्रकार या भेद जिसमें स्वयं शब्दों से नहीं बल्कि उनके द्वारा निकलने वाले अभिप्राय या आशय से अथवा शारीरिक चेष्टा, व्यंग्य, काकु, प्रसंग आदि के द्वारा कोई विशेष अर्थ या भाव व्यंजित होता है।

कृपया आप एक आर्थी-व्यंजना का उदाहरण दें।
आर्थी व्यंजना, आर्थी-व्यंजना