ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅରୂପତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅରୂପତା   ବିଶେଷ୍ୟ

ଅର୍ଥ : ବୌଦ୍ଧଦର୍ଶନ ଅନୁସାରେ ଯୋଗୀର ଗୋଟିଏ ଅବସ୍ଥା

ଉଦାହରଣ : କାଳାନ୍ତରରେ ସେମାନେ ନିର୍ଜୀବ ସମାଧିକୁ ଚାଲିଗଲେ

ସମକକ୍ଷ : ନିର୍ଜୀବ ସମାଧି

बौद्धदर्शन के अनुसार योगियों की एक अवस्था।

कालान्तर में वे निर्जीव समाधि में चले गए।
अरूपता, निर्जीव समाधि

ଅର୍ଥ : ରୂପର ଅଭାବ

ଉଦାହରଣ : କଳ୍ପନାର ଅରୂପତା ବିଷୟରେ ବେଦରେ ବର୍ଣ୍ଣିତ ହୋଇଛି

ସମକକ୍ଷ : ରୂପଶୂନ୍ୟତା, ରୂପହୀନତା

रूप का अभाव।

ब्रह्म की अरूपता वेदों में वर्णित है।
अरूपता, रूपशून्यता