ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅରୁନ୍ଧତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅରୁନ୍ଧତୀ   ବିଶେଷ୍ୟ

ଅର୍ଥ : ଦକ୍ଷଙ୍କର ଜଣେ କନ୍ୟା

ଉଦାହରଣ : ପୁରାଣରେ ଅରୁନ୍ଧତୀଙ୍କ ବର୍ଣ୍ଣନା ମିଳେ

ସମକକ୍ଷ : ଅରୁଂଧତୀ

दक्ष की एक कन्या।

अरुंधती का वर्णन पुराणों में मिलता है।
अरुंधती, अरुन्धती

An imaginary being of myth or fable.

mythical being

ଅର୍ଥ : ତନ୍ତ୍ର ଅନୁସାରେ ଜିହ୍ୱା

ଉଦାହରଣ : ଅରୁନ୍ଧତୀଙ୍କ ଉଲ୍ଲେଖ ତନ୍ତ୍ରଶାସ୍ତ୍ରରେ ମିଳେ

ସମକକ୍ଷ : ଅରୁଂଧତୀ

तंत्र के अनुसार जिह्वा।

अरुंधती का उल्लेख तंत्रशास्त्र में है।
अरुंधती, अरुन्धती

A mobile mass of muscular tissue covered with mucous membrane and located in the oral cavity.

clapper, glossa, lingua, tongue

ଅର୍ଥ : କର୍ଦମ ଋଷି ଏବଂ ଦେବହୂତିଙ୍କର ନଅ କନ୍ୟାଙ୍କ ମଧ୍ୟରୁ ଜଣେ

ଉଦାହରଣ : ଅରୁନ୍ଧତୀଙ୍କ ବିବାହ ବଶିଷ୍ଠଙ୍କ ସହ ହୋଇଥିଲା

कर्दम ऋषि और देवहूति की नौ कन्याओं में से एक।

अरुंधती का विवाह वशिष्ठ के साथ हुआ था।
अरुंधति, अरुंधती, अरुन्धति, अरुन्धती

An imaginary being of myth or fable.

mythical being