ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅରୁଚି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅରୁଚି   ବିଶେଷ୍ୟ

ଅର୍ଥ : ଇଚ୍ଛାର ଅଭାବ ବା ଇଚ୍ଛା ନହେବାର ଭାବ

ଉଦାହରଣ : ପଢ଼ିବାକୁ ତାହାର ଅରୁଚି ରହିଛି

ସମକକ୍ଷ : ଅନିଚ୍ଛା

इच्छा का अभाव या इच्छा न होने का भाव।

उसने पढ़ाई के प्रति अपनी अरुचि ज़ाहिर की।
अनभिलाष, अनभिलाषा, अनरुचि, अनाकांक्षा, अनिच्छा, अप्रीति, अरुचि, अरोच, नीठि

A feeling of intense dislike.

antipathy, aversion, distaste

ଅର୍ଥ : ଏକ ରୋଗ ଯେଉଁଥିରେ ଇଚ୍ଛା ହେଉଥିଲେ ମଧ୍ୟ ଖାଇ ହୁଏ ନାହିଁ

ଉଦାହରଣ : ଘୃଣିତ ଅବା ଦୁର୍ଗନ୍ଧଯୁକ୍ତ ବସ୍ତୁ ଦେଖିବା ଅବା ଖାଇବାଯୋଗୁଁ ଅରୁଚି ହୋଇଥାଏ

ସମକକ୍ଷ : ଅରୁଚିରୋଗ

एक रोग जिसमें इच्छा होने पर भी खाया नहीं जाता है।

अरोचक घृणित या दुर्गंधयुक्त वस्तुओं को देखने या खाने से होता है।
अरोचक, अरोचक रोग