ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମୁଣିଆଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମୁଣିଆଁ   ବିଶେଷ୍ୟ

ଅର୍ଥ : ଯେଉଁ ଧନ ବା ଶସ୍ୟ କୌଣସି ଦେବତାଙ୍କ ପୂଜାପାଇଁ ଅଲଗା ରଖାଯାଇଥାଏ

ଉଦାହରଣ : ଯଜମାନ ପଣ୍ଡିତଙ୍କ ଘରେ ଅମୁଣିଆଁ ପହଞ୍ଚେଇଦେଲା

ସମକକ୍ଷ : ଅମଣିଆଁ

वह धन या अन्न जो किसी देवता की पूजा के लिए अलग रखा जाय।

यजमान ने उठौनी को पंडित के घर पहुँचवाया।
उठावनी, उठौनी

ଅର୍ଥ : ଖଳାରେ ବେଙ୍ଗଳା ପକାଇବା ପୂର୍ବରୁ ଗ୍ରାମ ଦେବାତାଙ୍କ ନାମରେ ରଖାଯାଇଥିବା କିଛି ଶସ୍ୟ ବା ଟଙ୍କା ଆଦି

ଉଦାହରଣ : କୃଷକ ମାନସିକ ଫସଲ ଦାନ କରି ଦେଲା

ସମକକ୍ଷ : ମାନସିକ

खलिहान में दांवने से पहले ग्राम-देवता के नाम पर निकाला हुआ थोड़ा अनाज या पैसा आदि।

किसान ने अँगौंगे को दान कर दिया।
अँगौंगा, अंगौंगा