ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମୀମାଂସିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମୀମାଂସିତ   ବିଶେଷଣ

ଅର୍ଥ : ଯାହା ନିର୍ଣ୍ଣୟ ହୋଇନାହିଁ

ଉଦାହରଣ : ଆଜିର ମେଚ୍ ଅମୀମାଂସିତ ରହିଲା

ସମକକ୍ଷ : ଅନିର୍ଣ୍ଣିତ

जिसका निर्णय न हुआ हो।

आज का मैच अनिर्णीत रहा।
अनिर्णित, अनिर्णीत

ଅର୍ଥ : ଯାହା ସମାଧାନ କରିହୁଏ ନାହିଁ

ଉଦାହରଣ : କୁକୁଡ଼ା ପ୍ରଥମେ ଆସିଲା ନା ଅଣ୍ଡା, ଏହା ଏକ ଅସମାହିତ ଜଟିଳ ପ୍ରଶ୍ନ

ସମକକ୍ଷ : ଅମୀମାଂସ୍ୟ, ଅସମାହିତ

जिसे बूझा न जा सके।

मुर्गी पहले आई या अंडा, यह एक अबूझ पहेली है।
अबूझ

Not knowable.

The unknowable mysteries of life.
unknowable