ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମାନୀ   ବିଶେଷ୍ୟ

ଅର୍ଥ : ଠିକାରେ ନ ହୋଇ ଦୈନିକ ମଜୁରିରେ ହେଉଥିବା କାମ

ଉଦାହରଣ : ଅମାନୀରେ ପ୍ରାୟ ପଚାଶ ମଜୁରିଆ ଲାଗିଛନ୍ତି

ଅର୍ଥ : ଫସଲ ଉତ୍ପାଦନକୁ ବିଚାରକୁ ନେଇ ରିହାତି ହାରରେ ହେଉଥିବା ଖଜଣା ଆଦାୟ

ଉଦାହରଣ : ଅମାନୀରେ ଆଜି ପୂରା ଦିନଟି ଚାଲିଗଲା

लगान की वह वसूली जिसमें फ़सल के विचार से रियायत हो।

अमानी में आज का पूरा दिन चला गया।
अमानी

The return derived from cultivated land in excess of that derived from the poorest land cultivated under similar conditions.

economic rent, rent