ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମାନତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମାନତ   ବିଶେଷ୍ୟ

ଅର୍ଥ : ଯେଉଁ ଧନ ଜାମିନଦାରଙ୍କଦ୍ୱାରା କାହାରି ଜାମିନ ରୂପରେ ଜମା କରାଯାଏ

ଉଦାହରଣ : ଅମାନତ ଜମା କରିବା ପରେ ହିଁ ତାଙ୍କୁ ଜାମିନ ମିଳିଲା

ସମକକ୍ଷ : ପ୍ରତିଭୂତି

वह धन जो जमानतदार द्वारा किसी की जमानत के रूप में जमा किया जाता है।

जमानत जमा करने के बाद ही मैकू की रिहाई हुई।
जमनौता, जमनौती, जमानत, ज़मानत, प्रतिभूति

(criminal law) money that must be forfeited by the bondsman if an accused person fails to appear in court for trial.

The judge set bail at $10,000.
A $10,000 bond was furnished by an alderman.
bail, bail bond, bond

ଅର୍ଥ : (ଦରକାରବେଳେ କାମରେ ଆସିବା ) କାହାର ପାଖରେ ରଖାଯାଉଥିବା ଅନ୍ୟର ବସ୍ତୁ ବା ଦ୍ରବ୍ୟ

ଉଦାହରଣ : ଆପଣଙ୍କ ଅମାନତ ମୋ ପାଖରେ ସୁରକ୍ଷିତ

(ज़रूरत पड़ने पर काम आने के लिए ) किसी के पास रखी हुई दूसरे की वस्तु या द्रव्य।

आपकी धरोहर मेरे पास सुरक्षित है।
अमानत, इलाहीमुहर, उपनिधि, थाती, धरोहर

The delivery of personal property in trust by the bailor to the bailee.

bailment

ଅର୍ଥ : ଜାମିନ ବଦଳରେ ଦିଆ ଯାଉଥିବା ଧନରାଶି

ଉଦାହରଣ : ପାଞ୍ଚ ହଜାର ଟଙ୍କା ଅମାନତ ଜମା କରିବାପରେ ହିଁ ରାକେଶକୁ ଜାମିନ ମିଳିଲା

ଅର୍ଥ : ନିଜର କିଛି ଜିନିଷକୁ କିଛି ଦିନପାଇଁ ଅନ୍ୟ କାହାପାଖରେ ରଖିବାର କ୍ରିୟା

ଉଦାହରଣ : ମୁଁ ଅମାନତକୁ ଡରୁଛି

अपनी किसी वस्तु को कुछ दिनों के लिए किसी दूसरे के पास रखने की क्रिया।

मैं अमानत से डरती हूँ।
अमानत

The act of putting something somewhere.

deposit, deposition

ଅର୍ଥ : କଥାରେ, ଲିଖିତାକାରରେ ଅଥବା କିଛି ଟଙ୍କା ଜମାକରି କୌଣସି ବ୍ୟକ୍ତି ବା କାର୍ଯ୍ୟର ଯେଉଁ ଉତ୍ତରଦାୟିତ୍ୱ ନିଜ ଉପରକୁ ନିଆଯାଏ

ଉଦାହରଣ : ନ୍ୟାୟାଧୀଶ ଅମାନତ ପରିମାଣ ଏକହଜାରଟଙ୍କା ବୋଲି ନିର୍ଦ୍ଧାରଣ କଲେ

किसी व्यक्ति या कार्य की वह जिम्मेदारी जो जबानी, कुछ लिखकर अथवा कुछ रुपये जमा करके अपने ऊपर ली जाती है।

न्यायाधीश ने जमानत की राशि एक हजार रुपये निश्चित की।
जमानत, ज़मानत

A collateral agreement to answer for the debt of another in case that person defaults.

guarantee, guaranty