ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭୀଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭୀଷ୍ଟ   ବିଶେଷ୍ୟ

ଅର୍ଥ : ପ୍ରାଚୀନ ପଣ୍ଡିତମାନଙ୍କ ମତାନୁସାରେ ଏକ ଅଳଙ୍କାର

ଉଦାହରଣ : ଅଭୀଷ୍ଟରେ ଅନ୍ୟର କାର୍ଯ୍ୟଦ୍ୱାରା ନିଜ ଇଷ୍ଟଙ୍କ ସିଦ୍ଧି ପ୍ରଦର୍ଶିତ କରାଯାଏ

प्राचीन पंडितों के मतानुसार एक अलंकार।

अभीष्ट में अपने इष्ट की सिद्धि दूसरे के कार्य द्वारा प्रदर्शित की जाती है।
अभीष्ट

ଅଭୀଷ୍ଟ   ବିଶେଷଣ

ଅର୍ଥ : ଯାହା ମଗାଯାଇଥାଏ

ଉଦାହରଣ : ରାଜା ସେନାପତିଙ୍କୁ ଅଭୀଷ୍ଟ ପୁରସ୍କାର ଦେଲେ

ସମକକ୍ଷ : ଅଭିଳଷିତ, ମୁହଁମଗା

मुँह से माँगा हुआ।

राजा ने सेनापति को मुँहमाँगा इनाम दिया।
मुँहमाँगा, मुंहमांगा