ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିସାରିଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିସାରିଣୀ   ବିଶେଷ୍ୟ

ଅର୍ଥ : ନିଜ ପ୍ରିୟତମକୁ ଭେଟିବାକୁ ଯାଉଥିବା ସ୍ତ୍ରୀ

ଉଦାହରଣ : ଅଭିସାରିଣୀ ସମସ୍ତଙ୍କ ଦୃଷ୍ଟିକୁ ଏଡ଼ାଇ ଅଗ୍ରସର ହେଉଥିଲା

अपने प्रियतम से मिलने जाने वाली स्त्री।

अभिसारिणी सबकी नज़रें बचाकर आगे बढ़ रही थी।
अभिसारिणी

ଅଭିସାରିଣୀ   ବିଶେଷଣ

ଅର୍ଥ : ପ୍ରମିକ ସହ ମିଳନ କରିବାକୁ ଯାଉଥିବା ସ୍ତ୍ରୀ

ଉଦାହରଣ : ଅଭିସାରିଣୀ ସ୍ତ୍ରୀକୁ ଏହି ଭୟ ରହିଥାଏ ଯେ ତାକୁ କିଏ ନେ ଦେଖୁ

प्रियतम से मिलने जाने वाली।

अभिसारिणी स्त्री को यह भय रहता था कि उसे कोई देख न ले।
अभिसारिणी