ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିସାରିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିସାରିକା   ବିଶେଷ୍ୟ

ଅର୍ଥ : ନାୟିକାର ଦଶଟି ଭେଦରୁ ଗୋଟିଏ

ଉଦାହରଣ : ଅଭିସାରିକା ହେଉଛି ସେହି ନାୟିକା ଯେ ତା ପ୍ରିୟତମକୁ ସଙ୍କେତସ୍ଥଳକୁ ଡକାଏ ବା ତାକୁ ଭେଟିବାପାଇଁ ନିଜେ ସେଠାକୁ ଯାଏ

नायिका के दस भेदों में से एक।

अभिसारिका वह नायिका है जो अपने प्रियतम को संकेत स्थल पर बुलाए या उससे मिलने स्वयं वहाँ जाए।
अभिसारिका