ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିଭାବକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିଭାବକ   ବିଶେଷ୍ୟ

ଅର୍ଥ : ଘରର ମୁଖ୍ୟ ବା ମୁରବି ଲୋକ

ଉଦାହରଣ : ଆମେ ଆମ ମୁରବିମାନଙ୍କୁ ସମ୍ମାନ କରୁ

ସମକକ୍ଷ : ମୁରବି

घर का अगुआ या बड़ा आदमी।

हम अपने अभिजन का आदर करते हैं।
अभिजन

ଅର୍ଥ : ଯେଉଁ ବ୍ୟକ୍ତି ଛୋଟପିଲା, ସ୍ତ୍ରୀ ବା ସେପରି ବ୍ୟକ୍ତିମାନଙ୍କର ପାଳନ ପୋଷଣ ବା ଦେଖାଶୁଣା କରନ୍ତି

ଉଦାହରଣ : ଆଜି ବିଦ୍ୟାଳୟରେ ଛାତ୍ରମାନଙ୍କର ଅଭିଭାବକମାନଙ୍କୁ ଡକାଯାଇଥିଲା

वह जो किसी बालक, स्त्री अथवा ऐसे व्यक्ति की देख-रेख करता हो जो अपनी देख-रेख करने में समर्थ न समझा जाता हो।

आज पाठशाला में छात्रों के अभिभावकों को बुलाया गया है।
अभिभावक, संरक्षक, सरपरस्त

A person who cares for persons or property.

defender, guardian, protector, shielder