ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବ୍ଜରଭେଟୋରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବ୍ଜରଭେଟୋରି   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ଗ୍ରହ,ନକ୍ଷତ୍ର, ଓ ତାରକା ଆଦିକୁ ଦେଖିବାପାଇଁ ଓ ସେଗୁଡ଼ିକର ଗତିବିଧି ଜାଣିବାପାଇଁ ଯନ୍ତ୍ର ଥାଏ

ଉଦାହରଣ : ଶିକ୍ଷୟତ୍ରୀ ଛାତ୍ରମାନଙ୍କୁ ମାନମନ୍ଦିର ଦେଖେଇବାପାଇଁ ନେଇଥିଲେ

ସମକକ୍ଷ : ମାନମନ୍ଦିର

वह स्थान जहाँ ग्रहों, नक्षत्रों और तारों आदि को देखने और उनकी गतिविधि जानने के यंत्र हों।

शिक्षिका छात्रों को वेधशाला दिखाने ले गई थीं।
अबज़रवेटरी, अबज़र्वेटरी, आकाशलोचन, ऑबज़रवेटरी, ऑबज़र्वेटरी, जंतर मंतर, जंतर-मंतर, मानमंदिर, मानमन्दिर, यंत्रगृह, यंत्रशाला, वेधगृह, वेधशाला, वेधालय

A building designed and equipped to observe astronomical phenomena.

observatory