ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବାଧ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବାଧ୍ୟ   ବିଶେଷ୍ୟ

ଅର୍ଥ : ଅନ୍ୟ କେହି ନ ଚାହିଁଲେ ମଧ୍ୟ ନିଜ ଇଚ୍ଛା ଅନୁସାରେ କୌଣସି କାମ କରିବା ବା କରାଇବା କାର୍ଯ୍ୟ

ଉଦାହରଣ : ତୁମର ସ୍ୱେଚ୍ଛାଚାର ଏଠାରେ ଚଳିବ ନାହିଁ

ସମକକ୍ଷ : ମନମାନୀ, ସ୍ୱେଚ୍ଛାଚାର

किसी के न चाहते हुए भी अपनी इच्छानुसार कोई काम आदि करने या कराने की क्रिया।

तुम्हारी मनमानी यहाँ नहीं चलेगी।
अवसर्ग, पशुचर्या, मनमर्ज़ी, मनमर्जी, मनमानी, स्वेच्छाचार

Resolute adherence to your own ideas or desires.

bullheadedness, obstinacy, obstinance, pigheadedness, self-will, stubbornness

ଅବାଧ୍ୟ   ବିଶେଷଣ

ଅର୍ଥ : ଯାହାକୁ ରୋକାଯାଇ ନ ପାରେ

ଉଦାହରଣ : ଅବାଧ୍ୟ ମୃତ୍ୟୁ ଉପରେ କାହାର ନିୟନ୍ତ୍ରଣ ଅଛି

जिसे रोका न जा सके।

अबाध्य मृत्यु पर किसका वश चलता है।
अबाध्य, अरोक, अवाध्य

Not capable of being stopped.

As unstoppable as the wind.
unstoppable

ଅର୍ଥ : ମନ୍ଦଚେଷ୍ଟା କରିବାବାଲା

ଉଦାହରଣ : ଅବାଧ୍ୟ ବ୍ୟକ୍ତିକୁ ବୁଝାଇବା କଠିନ ହୋଇଥାଏ

ସମକକ୍ଷ : ବିରୁଦ୍ଧାଚାରୀ, ହାନିଜନକ

दुराग्रह करने वाला।

दुराग्रही व्यक्ति को समझाना कठिन होता है।
दुराग्रही, मूढ़ाग्रही

Obstinate in your opinions.

opinionated, opinionative, self-opinionated

ଅର୍ଥ : ମର୍ଯ୍ୟାଦା ବା ବନ୍ଧନକୁ ନ ମାନୁଥିବା

ଉଦାହରଣ : ଅବାଧ୍ୟ ପିଲାଙ୍କଯୋଗୁଁ ବାପମାଆ ବହୁତ ହଇରାଣ ହୁଅନ୍ତି

मर्यादा या बंधन को न मानने वाला।

अमैंड़ लड़के से माता-पिता बहुत परेशान हैं।
अमेंड़, अमैंड़