ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବଳା   ବିଶେଷ୍ୟ

ଅର୍ଥ : ଦୁର୍ବଳ ହୋଇଥିବା ସ୍ତ୍ରୀ

ଉଦାହରଣ : ଅବଳାକୁ ସମସ୍ତେ ଦୁଃଖ ଦିଅନ୍ତି

वह स्त्री जो कमज़ोर हो।

अबला को सभी सताते हैं।
अबला

ଅବଳା   ବିଶେଷଣ

ଅର୍ଥ : ଯେଉଁ ସ୍ତ୍ରୀ ଦୁର୍ବଳା

ଉଦାହରଣ : ଆଜିର ନାରୀ ଅବଳା ନୁହେଁ

ସମକକ୍ଷ : ଦୁର୍ବଳା, ବଳହୀନା

जो कमज़ोर हो (स्त्री)।

आज की नारी अबला नहीं है।
अबला