ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବରୋହକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବରୋହକ   ବିଶେଷ୍ୟ

ଅର୍ଥ : ଉପରୁ ତଳକୁ ଆସୁଥିବା ବ୍ୟକ୍ତି ବା ଓଲ୍ଲାଉଥିବା ବ୍ୟକ୍ତି

ଉଦାହରଣ : ଅତ୍ୟଧିକ ଢାଲୁ କାରଣରୁ ଅବରୋହକ ବଡ ସାବଧାନ ସହ ଓଲ୍ଲାଉ ଥିଲା

ऊपर या ऊँचाई से नीचे की ओर आने या उतरनेवाला व्यक्ति।

अत्यधिक ढाल के कारण अवरोहक बड़ी सावधानी बरत रहा था।
अवरोहक, अवरोही, अवसर्पी

Someone who descends.

descender

ଅବରୋହକ   ବିଶେଷଣ

ଅର୍ଥ : ଉପର ବା ଉଞ୍ଚାରୁ ତଳ ଆଡକୁ ଆସିବା ବା ଓହ୍ଳେଇବା ବାଲା

ଉଦାହରଣ : ଅବରୋହକ ଦଳ ଏଠାରେ ତମ୍ବୁ ପକେଇଛନ୍ତି

ସମକକ୍ଷ : ଅବତରଣକାରୀ, ଅବରୋହୀ

ऊपर या ऊँचाई से नीचे की ओर आने या उतरनेवाला।

अवरोहक दल ने यहाँ पड़ाव डाला है।
अवरोहक, अवरोही

Coming down or downward.

descending