ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବରୂଢ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବରୂଢ   ବିଶେଷଣ

ଅର୍ଥ : ଉପରୁତଳୁ ଆସିଥିବା ବା ଅବତରଣ କରିଥିବା

ଉଦାହରଣ : ବର୍ତ୍ତମାନ ଅବତରଣ କରିଥିବା ବିମାନରୁ ଯାତ୍ରୀମାନେ ବାହାରକୁ ଆସୁଛନ୍ତି ଲୋକେ ନଦୀର ଅବତରିତ ଜଳସ୍ତରକୁ ପାର କରୁଛନ୍ତି

ସମକକ୍ଷ : ଅବତରଣ କରିଥିବା, ଅବତରିତ

ऊपर से नीचे आया या उतरा हुआ।

अभी-अभी उतरे हुए विमान से यात्रीगण बाहर आ रहे हैं।
लोग नदी के अवतरित जल स्तर से पार होने लगे हैं।
अवतरित, अवरूढ़, अवरोहित, उतरा हुआ