ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବତୀର୍ଣ୍ଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବତୀର୍ଣ୍ଣ   ବିଶେଷଣ

ଅର୍ଥ : ଯେ ଅବତାର ଧାରଣ କରିଛନ୍ତି

ଉଦାହରଣ : ଯେତେବେଳେ ପୃଥିବୀରେ ପାପ ବଢ଼େ, ସେତେବେଳେ ଭଗବାନ ମନୁଷ୍ୟ ରୂପରେ ଅବତୀର୍ଣ୍ଣ ହୁଅନ୍ତି

जिसने अवतार धारण किया हो।

जब-जब धरती पर पाप बढ़ता है तब-तब मनुष्य के रूप में अवतरित भगवान लोगों का उद्धार करते हैं।
अवतरित, अवतीर्ण

ଅର୍ଥ : ତଳକୁ ଓହ୍ଲାଯାଇଥିବା

ଉଦାହରଣ : ସଫା କରିବା ପରେ ଅବତୀର୍ଣ୍ଣ ବସ୍ତୁଗୁଡିକୁ ପୁଣି ଯଥା ସ୍ଥାନରେ ରଖାଗଲା

नीचे उतारा हुआ।

सफाई करने के बाद अवकृष्ट वस्तुओं को पुनः यथास्थान रखा गया।
अवकृष्ट, नीचे उतारा हुआ