ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପେୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପେୟ   ବିଶେଷଣ

ଅର୍ଥ : ଯାହାକୁ ପିଇବା ଉଚିତ ନୁହେଁ

ଉଦାହରଣ : ଅପେୟ ଜଳକୁ ସେବନ କଲେ ରୋଗ ହେବାର ସମ୍ଭାବନା ଥାଏ

ସମକକ୍ଷ : ଅପାନୀୟ

जिसे पीना नहीं चाहिए।

अपान जल के सेवन से रोग होने की संभावना रहती है।
अपान

ଅର୍ଥ : ଯାହା ପିଇବା ଯୋଗ୍ୟ ନୁହେଁ

ଉଦାହରଣ : ଅପେୟ ଜଳ ପାନକରି କିଛି ଲୋକ ରୋଗଗ୍ରସ୍ତ ହୋଇଗଲେ

न पीने योग्य।

अपेय जल का पान करने से कुछ व्यक्ति रोगग्रस्त हो गए हैं।
अपेय

Unsuitable for drinking.

undrinkable