ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପାଦାନ କାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପାଦାନ କାରକ   ବିଶେଷ୍ୟ

ଅର୍ଥ : ବ୍ୟାକରଣରେ ଯେଉଁ କାରକ କୌଣସି ବସ୍ତୁ ଅନ୍ୟ ବସ୍ତରୁ କ୍ରିୟାର ପ୍ରାରମ୍ଭ ବା ପୃଥକ କରିବାକୁ ସୂଚିତ କରିଥାଏ

ଉଦାହରଣ : ଗଛରୁ ପତ୍ର ପଡ଼ିବା ଏକ ଅପାଦାନ କାରକର ଉଦାହରଣ

ସମକକ୍ଷ : ଅପାଦାନ

व्याकरण में वह कारक जिससे एक वस्तु से दूसरी वस्तु की क्रिया का प्रारंभ या अलगाव सूचित होता है।

अपादान की विभक्ति से है जैसे पेड़ से पत्ते गिरते हैं में।
अपादान, अपादान कारक

The case indicating the agent in passive sentences or the instrument or manner or place of the action described by the verb.

ablative, ablative case