ଅର୍ଥ : ହରିବା ବା ନେଇଯିବା ଯୋଗ୍ୟ
ଉଦାହରଣ :
ଅପହରଣଯୋଗ୍ୟ ବସ୍ତୁଗୁଡ଼ିକ ଦେଖି ମଧ୍ୟ ସେ ସଂଯତ ଥିଲେ
ସମକକ୍ଷ : ଅପହରଣୀୟ
ଅର୍ଥ : ଚୋରାଇବା ବା ଲୁଟିବା ଯୋଗ୍ୟ
ଉଦାହରଣ :
ଚୋର ଅପହରଣଯୋଗ୍ୟ ବସ୍ତୁଗୁଡ଼ିକୁ ଗଣ୍ଠିଲିରେ ବାନ୍ଧି ବାହାରକୁ ଖସି ପଳାଇଗଲା
ସମକକ୍ଷ : ଅପହରଣୀୟ