ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପରତ୍ୱ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପରତ୍ୱ   ବିଶେଷ୍ୟ

ଅର୍ଥ : ପର ହେବାର ଅବସ୍ଥା ବା ଭାବ

ଉଦାହରଣ : ପରପଣ କାରଣରୁ ସେ ମୋତେ ଖାତିର କଲାନାହିଁ

ସମକକ୍ଷ : ପରପଣ, ପରପଣିଆ

पराया होने की अवस्था या भाव।

परायेपन के कारण उसने मेरी परवाह न की।
अपरता, अपरत्व, परायापन

ଅର୍ଥ : ନ୍ୟାୟ ଶାସ୍ତ୍ର ଏବଂ ବୈଶେଷିକଶାସ୍ତ୍ର ଅନୁସାରେ ଚବିଶଗୁଣରୁ ଗୋଟିଏ

ଉଦାହରଣ : ଏଥିରେ ଅପରତ୍ୱର ମହିମା କୁହାଯାଇଛି

न्यायशास्त्र और वैशेषिकशास्त्र के अनुसार चौबीस गुणों में से एक।

इसमें अपरत्व की महिमा बताई गई है।
अपरत्व