ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପବ୍ୟୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପବ୍ୟୟ   ବିଶେଷ୍ୟ

ଅର୍ଥ : ଅଧିକ ବା ଅନାବଶ୍ୟକ ଖର୍ଚ୍ଚ

ଉଦାହରଣ : ଅପବ୍ୟୟରୁ ରକ୍ଷାପାଇବା ଉଚିତ

ସମକକ୍ଷ : ଅନାବଶ୍ୟକ ଖର୍ଚ୍ଚ, ଅଯଥାଖର୍ଚ୍ଚ

ଅର୍ଥ : ବହୁତ ଅଧିକ ଖର୍ଚ୍ଚ କରିବାର ଅଭ୍ୟାସ

ଉଦାହରଣ : ମୁଁ ଛୁଆମାନଙ୍କର ଅପବ୍ୟୟ୍ପାଇଁ ବ୍ୟଥିତ ହୋଇଯାଇଅଛି

ସମକକ୍ଷ : ଖର୍ଚ୍ଚୀ

बहुत अधिक खर्च करने की आदत।

मैं बच्चों के खर्चीलेपन से तंग आ गई हूँ।
खर्चीलापन, ख़र्चीलापन

The act of spending or disbursing money.

disbursal, disbursement, outlay, spending

ଅର୍ଥ : ଖରାପ କାମରେ ଖର୍ଚ୍ଚ

ଉଦାହରଣ : ଧନର ଅପବ୍ୟୟ କରିବା ଉଚିତ ନୁହେଁ

ସମକକ୍ଷ : ବଦଖର୍ଚ୍ଚ