ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପବ୍ୟବହାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପବ୍ୟବହାର   ବିଶେଷ୍ୟ

ଅର୍ଥ : ଅନୁଚିତ ଭାବରେ କାହାର ଧନସମ୍ପତ୍ତି କାମରେ ଲଗାଇବାର ପ୍ରକ୍ରିୟା

ଉଦାହରଣ : ଅପଯୋଜନ ବି ଏକ ପ୍ରକାର ପାପ

ସମକକ୍ଷ : ଅପଯୋଗ, ଅପଯୋଜନ

अनुचित रूप से किसी का धन या संपत्ति काम में लाने की क्रिया।

अपयोजन भी एक तरह का पाप है।
अपयोग, अपयोजन

ଅର୍ଥ : କୌଣସି ଜିନିଷ, ସ୍ୱାମୀତ୍ୱଆଦିକୁ ଅନୁଚିତ କିମ୍ବା ଖରାପ ଢଙ୍ଗରେ ବ୍ୟବହାର କରିବା

ଉଦାହରଣ : ଆମେ ନିଜର ଅଧିକାରର ଦୁରୁପଯୋଗ କରିବା ଉଚିତ ନୁହେଁ

ସମକକ୍ଷ : ଦୁରୁପଯୋଗ

किसी वस्तु, स्वामित्व आदि का अनुचित या बुरे ढङ्ग से किया जानेवाला उपयोग।

हमें अपने अधिकार का दुरुपयोग नहीं करना चाहिए।
दुरुपयोग

Improper or excessive use.

Alcohol abuse.
The abuse of public funds.
abuse, misuse