ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପତ୍ର   ବିଶେଷଣ

ଅର୍ଥ : ଯାହା ପତ୍ରହୀନ

ଉଦାହରଣ : ପଳାଶ ଗଛର ପତ୍ରହୀନ ଡାଳ ଫୁଲରେ ଲଦି ହୋଇଅଛି ସାଧାରଣତଃ ପତ୍ରଝଡ଼ାରେ ଗଛ ପତ୍ରହୀନ ହୋଇଯାଏ

ସମକକ୍ଷ : ନିଷ୍ପତ୍ର, ପତ୍ରବିହୀନ, ପତ୍ରହୀନ

जो पल्लव या पत्तियों से रहित हो।

टेसू की पत्रहीन डालियाँ फूलों से लदी हैं।
पतझड़ में प्रायः वृक्ष पत्रहीन हो जाते हैं।
अदल, अपत, अपत्र, अपर्णी, निपात, निष्पत्र, पत्रविहीन, पत्रहीन, पर्णरहित, लुंज

Having no leaves.

leafless