ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପଟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପଟୁ   ବିଶେଷଣ

ଅର୍ଥ : ଯେଉଁ(ଗ୍ରହ)ର ଜ୍ୟୋତି କମି ଯାଉଛି

ଉଦାହରଣ : ଆକାଶଶାସ୍ତ୍ରୀ ଜ୍ୟୋତିହରା ଗ୍ରହମାନଙ୍କ ବିଷୟରେ ତଥ୍ୟ ଦେଉଛନ୍ତି

ସମକକ୍ଷ : ଜ୍ୟୋତିହରା

जिसका प्रकाश मंद हो जाय ( ग्रह)।

खगोलशास्त्री अपटु ग्रहों के विषय में जानकारी दे रहे हैं।
अपटु

ଅର୍ଥ : ଯେ ପ୍ରବୀଣ ନୁହେଁ

ଉଦାହରଣ : ଅନିପୁଣ ଖେଳଳୀମାନେ ମଧ୍ୟ ଭଲ ଖେଳ ପ୍ରଦର୍ଶନ କଲେ

ସମକକ୍ଷ : ଅକୁଶଳୀ, ଅଦକ୍ଷ, ଅନାଡ଼ି, ଅନିପୁଣ, ଅପ୍ରବୀଣ

जो प्रवीण न हो।

अनाड़ी खिलाड़ियों ने भी अच्छे खेल का प्रदर्शन किया।
अकुशल, अदक्ष, अधकचरा, अनाड़ी, अनाप्त, अनारी, अनिपुण, अनैपुण, अपटु, अपाटव, अपात्र, अप्रवीण, अल्हड़, अविज्ञ, अशिक्षित

Not having or showing or requiring special skill or proficiency.

Unskilled in the art of rhetoric.
An enthusiastic but unskillful mountain climber.
Unskilled labor.
Workers in unskilled occupations are finding fewer and fewer job opportunities.
Unskilled workmanship.
unskilled