ଅର୍ଥ : ଯେଉଁ ଦିଗଆଡ଼କୁ ପଠାଇଲେ ତାହା ପରିକଳ୍ପିତ ବା ନିୟମବଦ୍ଧ କାର୍ଯ୍ୟଠାରୁ ଅଲଗା ବା ବିପରୀତ ହୁଏ
ଉଦାହରଣ :
ବୈଜ୍ଞାନିକମାନେ ରକେଟକୁ ଅନ୍ୟ ଦିଗକୁ ନେଇଯାଉଛନ୍ତି
ସମକକ୍ଷ : ଗତି ପରିବର୍ତ୍ତନ କରିବା, ଡାଇଭର୍ଟ କରିବା, ଦିଗ ପରିବର୍ତ୍ତନ କରିବା, ବିପରୀତ ଦିଗକୁ ନେଇଯିବା