ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ଧକୂପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ଧକୂପ   ବିଶେଷ୍ୟ

ଅର୍ଥ : ଯେଉଁ କୂଅର ପାଣି ଶୁଖିଯାଇଥାଏ ଏବଂ ଅନ୍ଧକାରମୟ ହୋଇଥାଏ

ଉଦାହରଣ : ସେ ତା ସ୍ତ୍ରୀଠାରୁ ମୁକ୍ତି ପାଇବାପାଇଁ ତାକୁ ଅନ୍ଧକୂପକୁ ଠେଲିଦେଲା

ସମକକ୍ଷ : ଅନ୍ଧକୂଅ

वह कुआँ जिसका पानी सूख गया हो और अंधकारमय हो।

उसने अपनी पत्नी से छुटकारा पाने के लिए उसे अंधकूप में धकेल दिया।
अंधकूप, अन्धकूप

A deep hole or shaft dug or drilled to obtain water or oil or gas or brine.

well

ଅର୍ଥ : ଏକ ପ୍ରକାରର ନର୍କ

ଉଦାହରଣ : ଅନ୍ୟକୁ କଷ୍ଟ ଦେଉଥିବା ଲୋକକୁ ଅନ୍ଧକୂପ ନର୍କ ଭୋଗିବାକୁ ପଡିଥାଏ ଯେଉଁଠି ସର୍ପ ଆଦି ବିଷାକ୍ତ ଭୟଙ୍କର ଜୀବ ତାର ରକ୍ତ ପାନ କରନ୍ତି

ସମକକ୍ଷ : ଅନ୍ଧକୂପ ନର୍କ

एक प्रकार का नरक।

दूसरे को कष्ट पहुँचाने वाले व्यक्ति को अंधकूप नरक में जाना पड़ता है जहाँ सर्प आदि विषैले और भयंकर जीव उसका खून पीते हैं।
अंधकूप, अंधकूप नरक, अन्धकूप, अन्धकूप नरक