ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ତର୍ଜାତୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ତର୍ଜାତୀୟ   ବିଶେଷଣ

ଅର୍ଥ : ଏକରୁ ଅଧିକ ଜାତି ସହିତ ସମ୍ବନ୍ଧିତ

ଉଦାହରଣ : ଆଜିକାଲି ଅନ୍ତର୍ଜାତୀୟ ବିବାହକୁ ଅଗ୍ରାଧିକାର ମିଳିଛି

एक से अधिक जाति से संबंधित।

आजकल अन्तर्जातीय विवाह को कुछ बढ़ावा मिला है।
अन्तर्जातीय

ଅର୍ଥ : ଏକରୁ ଅଧିକ ରାଷ୍ଟ୍ର ବା ଦେଶମାନଙ୍କର ସମ୍ବନ୍ଧ

ଉଦାହରଣ : ଭାରତ ଅନ୍ତର୍ଜାତୀୟ ବ୍ୟାପାରକୁ ଉତ୍ସାହିତ କରୁଛି

ସମକକ୍ଷ : ଅନ୍ତରାଷ୍ଟ୍ରୀୟ, ଅନ୍ତର୍ଦେଶୀୟ, ଆନ୍ତର୍ଜାତିକ