ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ତରିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ତରିତ   ବିଶେଷଣ

ଅର୍ଥ : ଯାହାକୁ ନିଜର ପ୍ରଥମ ସ୍ଥାନରୁ ହଟେଇ ଅନ୍ୟ ସ୍ଥାନକୁ ପଠେଇ ଦିଆଯାଇଛି

ଉଦାହରଣ : ସ୍ଥାନାନ୍ତରିତ ବ୍ୟକ୍ତି କାଲିଠାରୁ ଅଫିସ୍‌ ଆସିବ

ସମକକ୍ଷ : ସ୍ଥାନାନ୍ତରିତ

जो अपने पहले स्थान से हटाकर दूसरे स्थान पर कर, रख या भेज दिया गया हो।

स्थानांतरित व्यक्ति कल से कार्यालय आयेगा।
अंतरित, अन्तरित, अपवाहित, अपोहित, स्थानांतरित, स्थानान्तरित