ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ତରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ତରା   ବିଶେଷ୍ୟ

ଅର୍ଥ : ଗୀତର ଘୋଷାର ଅତିରିକ୍ତ ଶେଷ ପଦ

ଉଦାହରଣ : ମୋର ଏହି ଗୀତର ଅନ୍ତରା ମନେ ନାହିଁ

ସମକକ୍ଷ : ଅଂତରା

गीत की टेक के अतिरिक्त शेष पद।

मुझे इस गाने का अंतरा याद नहीं है।
अंतरा, अन्तरा

ଅର୍ଥ : ପାନବରଜରେ ପାନଗଛର ଧାଡ଼ି ମଝିରେ ଥିବା ରାସ୍ତା

ଉଦାହରଣ : ତାମ୍ବୁଳୀ ଅନ୍ତରାରେ ଛିଡ଼ାହୋଇ ପାନ ତୋଳୁଥିଲା

पान के भीटे में क्यारियों के बीच का रास्ता।

तंबोली आँतर पर खड़े होकर पान तोड़ रहा था।
आँतर