ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୈତିକ କର୍ମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୈତିକ କର୍ମ   ବିଶେଷ୍ୟ

ଅର୍ଥ : ନୀତି ବିରୋଧ ହେଉଥିବା କାର୍ଯ୍ୟ

ଉଦାହରଣ : ଦୁଷ୍ଟ ବ୍ୟକ୍ତି ସବୁବେଳେ ଦୁଷ୍କର୍ମରେ ଲିପ୍ତ ରହିଥାଏ

ସମକକ୍ଷ : ଅକର୍ମ, ଅପକର୍ମ, ଦୁଷ୍କର୍ମ, ପାପକର୍ମ, ମନ୍ଦକର୍ମ

ऐसा कार्य जो नीति के विरुद्ध हो।

दुष्ट व्यक्ति हमेशा दुष्कर्म में ही लिप्त रहता है।
अकर्म, अक्रिया, अनैतिक कार्य, अपकर्म, अपक्रिया, कुकर्म, दुष्कर्म, पापकर्म, बदकारी, बुरा कर्म, विकर्म

Improper or wicked or immoral behavior.

misbehavior, misbehaviour, misdeed