ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁସରଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁସରଣ କରିବା   କ୍ରିୟାପଦ

ଅର୍ଥ : କହାରିକୁ ଅନୁସରଣ କରିବା

ଉଦାହରଣ : ପୋଲିସ ବହୁତ ସମୟ ପର୍ଯ୍ୟନ୍ତ ଚୋରର ପିଛା କଲା

ସମକକ୍ଷ : ଅନୁଧାବନ କରିବା, ପିଛା କରିବା

किसी का अनुसरण करना।

पुलिस ने बहुत देर तक चोर का पीछा किया।
पछियाना, पीछा करना, पीछे लगना

Follow in or as if in pursuit.

The police car pursued the suspected attacker.
Her bad deed followed her and haunted her dreams all her life.
follow, pursue

ଅର୍ଥ : କାହା ପଛରେ ଚାଲିବା

ଉଦାହରଣ : ପିଲାଟି ତା ମା ପଛରେ ଚାଲୁଛି

ସମକକ୍ଷ : ଅନୁଗମନ କରିବା, ପଛରେ ଚାଲିବା

किसी के पीछे चलना।

बच्चा अपनी माँ के पीछे चल रहा है।
अनुगमन करना, अनुसरना, पीछे चलना

To travel behind, go after, come after.

The ducklings followed their mother around the pond.
Please follow the guide through the museum.
follow