ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁସନ୍ଧାନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁସନ୍ଧାନ କରିବା   କ୍ରିୟାପଦ

ଅର୍ଥ : ମନରେ କୌଣସି ବିଷୟରେ ବିଚାର କରିବା ବା ବୁଦ୍ଧିର ଉପଯୋଗ କରିବା

ଉଦାହରଣ : ଏହି ପ୍ରଶ୍ନର ସମାଧାନ କରିବା ନିମନ୍ତେ ମୁଁ ବହୁତ ଚିନ୍ତା କଲି,କିନ୍ତୁ ସଫଳତା ମିଳିଲା ନାହିଁ ସେ ଦିନତମାମ ବସି କେଜାଣି କଣ ଭାବୁଥିଲେ?ପ୍ରତ୍ୟେକ ଜିନିଷକୁ ନକରାତ୍ମକ ଦୃଷ୍ଟିରେ ଦେଖ ନାହିଁ

ସମକକ୍ଷ : ଅନ୍ୱେଷଣ କରିବା, ଚିନ୍ତାକରିବା, ବିଚାରକରିବା, ଭାବିବା

किसी विषय पर मन में कुछ विचार करना या दिमाग़ का उपयोग करना।

इस प्रश्न को हल करने के लिए मैंने बहुत सोचा, किन्तु सफलता नहीं मिली
वह दिनभर बैठकर पता नहीं क्या सोचती है?
हर एक चीज को नकारात्मक दृष्टि से न देखो
अनुसंधानना, अनुसन्धानना, अवगतना, देखना, विचार करना, विचारना, सोचना

Use or exercise the mind or one's power of reason in order to make inferences, decisions, or arrive at a solution or judgments.

I've been thinking all day and getting nowhere.
cerebrate, cogitate, think