ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁଷଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁଷଙ୍ଗ   ବିଶେଷ୍ୟ

ଅର୍ଥ : ଆବଶ୍ୟକ ହେଲେ ସ୍ପଷ୍ଟୀକରଣ ପାଇଁ ପ୍ରଥମ ବାକ୍ୟ, ବାକ୍ୟାଂଶ ଆଦି ଆଗରେ ଆଉ ଏକ ବାକ୍ୟ, ବାକ୍ୟାଂଶ ଆଦି ଲଗାଇ ଦେବାର କ୍ରିୟା

ଉଦାହରଣ : ଅନୁଷଙ୍ଗ ପରେ ହିଁ ମୁଁ ତାର ଉଦ୍ଦେଶ୍ୟ ବୁଝିପାରିଲି

स्पष्टीकरण के लिए आवश्यक होने पर पहले वाक्य, वाक्यांश आदि से आगे एक और वाक्य, वाक्यांश आदि लगा देने की क्रिया।

अनुषंग के उपरान्त ही मैं उनका आशय समझ सकी।
अनुषंग

ଅର୍ଥ : ଗୋଟିଏ କଥା ପରେ ଦ୍ୱିତୀୟ କଥା ଆପେଆପେ ହେବାର କ୍ରିୟା

ଉଦାହରଣ : ଅନୁଷଙ୍ଗରେ କେତେ ସମୟ ଚାଲିଗଲା ଜଣା ହିଁ ପଡ଼ିଲା ନାହିଁ!

एक बात के बाद दूसरी बात आप से आप होने की क्रिया।

अनुषंग में कितना समय निकल गया पता ही न चला !।
अनुषंग