ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁଭୂତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁଭୂତ   ବିଶେଷଣ

ଅର୍ଥ : ଯାହାର ଅନୁଭବ ବା ସାକ୍ଷାତ ଜ୍ଞାନ ହୋଇଛି

ଉଦାହରଣ : କୌଣସି ଅନୁଭୂତ ଘଟଣା ଉପରେ ନିବଂଧ ଲେଖନ୍ତୁ ତା ମୁଣ୍ଡରେ ଯନ୍ତ୍ରଣା ଅନୁଭୂତ ହେଉଛି

जिसका अनुभव या साक्षात् ज्ञान हुआ हो।

किसी अनुभूत घटना पर निबंध लिखिए।
उसे सिर में दर्द महसूस हो रहा है।
अनुभूत, महसूस

Detected by means of the senses.

A perceived difference in temperature.
perceived

ଅର୍ଥ : ଯାହା ଆଡକୁ ଲକ୍ଷ କରାଯାଇଛି

ଉଦାହରଣ : ଏହାର ଲକ୍ଷିତ ଉଦ୍ଦେଶ୍ୟ କଣ?

ସମକକ୍ଷ : ଉଦ୍ଦିଷ୍ଟ, ଦୃଷ୍ଟ, ଲକ୍ଷିତ

जिसकी ओर लक्ष्य किया गया हो।

इसका लक्षित उद्देश्य क्या है?
लक्षित