ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନାମ   ବିଶେଷ୍ୟ

ଅର୍ଥ : ଭିଏତନାମର ଗୋଟିଏ ଅଞ୍ଚଳ

ଉଦାହରଣ : ଦକ୍ଷିଣ ଚୀନ ସାଗରର ଗୋଟିଏ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଗୋଟିଏ ସଂକୀର୍ଣ୍ଣ ଭୂ-ଖଣ୍ଡ ଭାବେ ଅନାମ ରହିଛି

वियतनाम का एक क्षेत्र।

अनाम दक्षिण चीन सागर के एक छोर से दूसरे छोर तक एक सँकरी पट्टी के रूप में है।
अनाम

ଅନାମ   ବିଶେଷଣ

ଅର୍ଥ : ବିନା ନାମଧାରୀ ବା ଯାହାର କୌଣସି ନାମ ନାହିଁ

ଉଦାହରଣ : ରାମୁ ଅନାଥାଶ୍ରମରୁ ଜଣେ ପରିଚୟହୀନ ବାଳକକୁ କୋଳକୁ ନେଲେ

ସମକକ୍ଷ : ନାମହୀନ, ପରିଚୟହୀନ

बिना नाम का या जिसका कोई नाम न हो।

रामू ने अनाथ आश्रम से एक अनाम बालक को गोद लिया।
अनाम, नामहीन, बेनाम

Being or having an unknown or unnamed source.

A poem by an unknown author.
Corporations responsible to nameless owners.
An unnamed donor.
nameless, unidentified, unknown, unnamed